Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nrusingha Panigrahi

Others

4.4  

Nrusingha Panigrahi

Others

ଵେଦନା

ଵେଦନା

1 min
306


ସୁଖ ସିନା ଦିଏ ମନରେ ତୃପ୍ତି

ଦୁଃଖ ଦିଏ ପରା ଶିକ୍ଷା ଓ ସଂସ୍କୃତି

ମନର ବେଦନା ଭାରି ଆନମନା

ଦିଏ ସେ ଅଭୁଲା ସ୍ମୃତି

ବଞ୍ଚିବାର ରାହା ପାଏ ନାହିଁ ମୁହିଁ

ଯାଏ ମୁଁ ଶୁପ୍ତ ହୋଇ

ଜାଗ୍ରତ କରିବା ନୁହେଁ ତ ସମ୍ଭବ 

ଜୀବନ ଯଥାର୍ଥ କାହିଁ?

ବିଶ୍ଵ ଦରବାରେ କ୍ଷୁଦ୍ରକବି ହୋଇ 

ପ୍ରକଟ ହୁଅନ୍ତି କି ମୁହିଁ

କିନ୍ତୁ ମନର ବେଦନା ସହ୍ୟ ମୁଁ ନ କରି 

ଅଧର୍ଯ୍ୟ ହେଲେଣି ମୁହିଁ ।।


Rate this content
Log in