Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Romance

3  

Chaturbhuja Sahoo

Romance

ଏ ରାତି

ଏ ରାତି

1 min
188


ଏ ରାତି 

ଆଜି ଖୁବ୍ ଛଳନାମୟୀ

ସତରେ ପ୍ରିୟେ

ତମେ କୁହତ

ମୁଁ କଣ ଆତଙ୍କବାଦୀ

ନା ମୁଁ ଅଜଣା ଆତତାୟୀ


ଏ ରାତି

ଊନ୍ମାଦନାଭରା ଷୋଡସୀ ଅଳସୀ

ମୃଦୁଭାଷୀ ହାସ୍ଯମୟୀ,

ଅଭିସାର ତା'ର

ଆଶ୍ଳେଷଭରା

ଛନ୍ଦ ମଧୁର ପ୍ରୀତିମୟୀ

ଅଣନିଃଶ୍ବାସୀ ମୁଁ

ପିଆଲା ଢୋକରେ

ରାତି ଗୋ' ଶୀଘ୍ର ଯାଅ ପାହି ।


Rate this content
Log in

Similar oriya poem from Romance