Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Abstract Others

3  

Hasyamayee Raj

Abstract Others

ଦୁଇ ବୁନ୍ଦା ଲୁହ

ଦୁଇ ବୁନ୍ଦା ଲୁହ

1 min
99



ସୁଖର ଚିହ୍ନ ତୁ

ଦୁଃଖର ବନ୍ଧୁ 

ଶୁଭ୍ର, ସ୍ବଚ୍ଛ,କାଚକେନ୍ଦୁ

ଛଳ ଛଳ, ଢଳ ଢଳ

ମୁକ୍ତା ଦୁଇ ବିନ୍ଦୁ ।

ତୁ କାହାର ବା ସାଥୀ ନୁହେଁ ! 

ବିଶ୍ବ ନିୟନ୍ତାଙ୍କ ଅମୂଲ୍ୟ ସ୍ରୁଷ୍ଟିଟିଏ,  

ଖୁସିର ବିନ୍ଦୁରୁ

ତୁ କେବେ ପାଲଟୁ

ପ୍ରେମର ଉଛୁଳା ନଈଟିଏ

କେବେ ଦୁଃଖର

ଉଜାଣି ସ୍ରୋତଟିଏ ।

ଢଳ ଢଳ ଆଖି ଭିତରେ

ତୁ କେବେ

ନିରବତାର ଭାଷା

ଉଛୁଳା ଆଖିରେ

ତୁ କେବେ

ଅନ୍ତହୀନ ତମସା ।

ତୁ ଦୁଇବୁନ୍ଦା ଲୁହ ନୁହେଁ

ହୃଦୟକୁ ବୁଝୁଥିବା

ନିରୋଳା ବନ୍ଧୁଟିଏ  ।



Rate this content
Log in

Similar oriya poem from Abstract