Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pinku Ranbida

Others

3  

Pinku Ranbida

Others

ଦୁଃଖ

ଦୁଃଖ

1 min
189


ଦୁଃଖର୍ କଥା କହେମି କାହାକେ

ଚିଠି ଖଣେ ଲେଖୁଛେ ତତେ,

ତୁଇଁ ପଲେଇଗଲୁ ମଥୁରା ପୁର

କରିଦେଇ ହିନିସ୍ତା ମତେ ।


ଯେନ୍'କେ ଗଲେ କାହ୍ନୁରେ ମୁଇଁ

ତୋର୍,ମୋର୍ କଥା ପଡୁଛେ,

ଠକି ଦେଇକରି ପଲାଲା କାହ୍ନା

ଏଛେନ୍ ରାଧାକେ ଠିକ୍ ହେଇଛେ ।


ଲୋକ୍ ,ମାଏଝି ମାନଙ୍କର୍ କଥା ଛାଡିଦେ

କଦମ୍,ଯମୁନା ମୁହୁ ମୁଡୁଛେ,

 ଯେତେବେଲେ କାହ୍ନୁ ନାଇ ଆଏବା

ଆମର୍ ନିକେ ନାଇ ଆସବୁ କହୁଛେ ।


ସୁନୁଛୁ'ତ୍ କାହ୍ନୁ କେତେ ଦୁଃଖ୍ ସହୁଛେ

ତୁଇଁ ପଲାଲା ଦିନୁ ମଥୁରା,

ଦିହିଟା ମୋର୍ ନସିଗଲାନ

ସୁନିକରି ସମ୍'କର୍ ଟାହି,ଟାପରା ।


ହେତିର୍'ଲାଗି ତତେ ଚିଠି ଲେଖିଛେ

ଆ ପଲେଇ ଆ ଗୋପପୁର୍'କେ,

ମୋର୍ ଦୁଃଖ୍'କେ ଦେଖିଆ କାହ୍ନା

ତମର୍ ରାଧା ଡାକ୍ ଦେଉଛେ ତମ୍'କେ ।


Rate this content
Log in