Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଦରବୃଦ୍ଧି ବାଧେ ନାହିଁ ଆମକୁ

ଦରବୃଦ୍ଧି ବାଧେ ନାହିଁ ଆମକୁ

1 min
279



ସ୍ୱାଧୀନ ପାଇଛେ, ସମ୍ଭାବନାର ସବୁ ପ୍ରାଚୁର୍ଯ୍ୟ

ରହିଅଛି ଆମ ଦେଶରେ

କାର୍ଯ୍ୟ, ଅଦୃଶ୍ଯ, ଜଟିଳ କର୍ମ ଗୁଣେ ବଂଚୁଛେ, 

ଭାଗ୍ୟ ନାମେ ଦୋଷ ଦେଇରେ | ୧|


ନେତାମାନେ ନିର୍ବାଚନ ବେଳେ ସପନ ଦେଖାନ୍ତି 

ସବୁ କରିଦେବୁ ଶସ୍ତା

ସରକାରରେ ବସିଲା ପରେ ସବୁ ମହଙ୍ଗା କରିଣ

ଲୋକଙ୍କୁ କରନ୍ତି ହିନସ୍ତା |୨|


ଦେଖ ଖାଉଟି ସାମଗ୍ରୀ, ପେଟ୍ରୋଲ ଦାମ ଆକାଶ 

ଛୁଆଁ ହୋଇଛି 

ସବୁ ଦ୍ରବ୍ୟର ଦର ବଢେ ହୁ ହୁ ହୋଇ, ଆମ ଆଖି

ରେ ଲୁହ ଭରିଛି |୩|


ପରିସ୍ଥିତି ସୁଧିରିନି, ପରିଚୟ ବଦଳିନି, ସ୍ୱାଧୀନତା

ପାଇବା ପରେ

କୃଷକ ଆଜି ବି କରଇ ଅନ୍ୟ ବିଲରେ ଚାଷ, ବଞ୍ଚୁଛି 

ଶୂନ୍ୟ ହାତରେ |୪|


ତେଲ ଲୁଣ ସଂସାରରେ ହୋଇଛି ଆମ ସମସ୍ତଙ୍କ 

ଜୀବନ ଅସହାୟ

ସତ ନୂହେଁ କି ଶ୍ରମିକ ଖଟିଲେ ଖାଏ ଭାତ, ନାହିଁ 

ତାର ପରିଚୟ |୫|


ଦର ବାଧେ ନାହିଁ ଆମକୁ, ନେତାଏ ବୁଲନ୍ତି ଏ 

ଦେଶର ଅର୍ଥରେ

ଦେଶଙ୍କୁ ଲୁଟନ୍ତି, ଲୋକଙ୍କୁ ଶୋଷନ୍ତି, ନାନା 

ମିଥ୍ଯା କଥା କହି କହିରେ |୬|



Rate this content
Log in

Similar oriya poem from Inspirational