Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Champati

Others

3  

Pradeep Champati

Others

ଧୋକା

ଧୋକା

1 min
7.1K


ମୋ ଅସ୍ଥିତ୍ବ ଆଜି ତୁମ ପାଇଁ ଅତୀତ
ମୋ ଚେହେରା ଆଜି ତୁମ ପାଖେ ଅଚିହ୍ନା ।
ମୁଁ ଠିକ୍ ଠଉରେଇ ପାରିଛି ତୁମ ମନର ପାଦ ଚିହ୍ନକୁ
ଆଉ କାହା ଅଗଣାରେ ଚିତା ପକାଇ
ମୋ ପାଇଁ ଟାଣି ଦେଇଚି ଲକ୍ଷ୍ମଣର ରେଖା ।
ମୁଁ କିନ୍ତୁ ଭୂଲି ପାରୁନି ତୁମରସେ ମିଠା ପ୍ରତିଶୃତି
କି ଛାତିରେ ଶୁଆଇ ଶୁଣାଈ ଥିବାସେ
ଜିବନ ଜଜ୍ଞର ଅଭୂଲା ପିରତି ।
ବାସ୍ ଏବେ ଖାଲି ଅପେକ୍ଷା ଦେଖିବାକୁ
ତୁମ ପ୍ରତାରଣାର ଶକ୍ତ ଧକାରେ ମୁଁ କେତେ ଖିନ୍ ଭିନ୍
ଆଉ ତମେକେତେ ରଙ୍ଗିନ୍ ।













Rate this content
Log in

More oriya poem from Pradeep Champati