Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

KRUTIBAS NAYAK

Inspirational Children


3  

KRUTIBAS NAYAK

Inspirational Children


ଦେଶ ବନ୍ଦନା : କୋଟି ଧର୍ମତୀର୍ଥ ଏ' ମହାଭାରତ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : କୋଟି ଧର୍ମତୀର୍ଥ ଏ' ମହାଭାରତ -ଡକ୍ଟର କୃତ୍ତିବାସ ନାୟକ

1 min 264 1 min 264

ଦେଶ ବନ୍ଦନା : କୋଟି ଧର୍ମତୀର୍ଥ ଏ' ମହାଭାରତ

-ଡକ୍ଟର କୃତ୍ତିବାସ ନାୟକ


କୋଟି ଧର୍ମତୀର୍ଥ ଏ' ମହାଭାରତ ଜନନୀ ମୋ ଜନ୍ମଭୂଇଁ ,

ଯୁଗେ ଯୁଗେ ଏଠି ଧର୍ମର ଜୟ ବୀରରକ୍ତ ଯାଏବହି |(ଘୋଷା)


ପ୍ରଗତିର ରଥ ନାମ ନନ୍ଦିଘୋଷ ଗର୍ଜି ଉଠେ ପାଞ୍ଚଜନ୍ୟ,

ସତ୍ୟରକ୍ଷା ପାଇଁ ପ୍ରତିଜ୍ଞା କରନ୍ତି ଅଚଳ ଅଟଳ ଭୀଷ୍ମ |

ଆମ ମହାରଥୀ ଦ୍ରୋଣ କର୍ଣ୍ଣ ବୀର ରଡ଼ିଦିଏ ଭୀମ ରହି | |

କୋଟି ଧର୍ମତୀର୍ଥ ଏ' ମହାଭାରତ ଜନନୀ ମୋ ଜନ୍ମଭୂଇଁ ,

ଯୁଗେ ଯୁଗେ ଏଠି ଧର୍ମର ଜୟ ବୀରରକ୍ତ ଯାଏବହି | (1)


ଜନନୀ ଗାନ୍ଧାରୀ ପାପ ନାଶପାଇଁ ଦିଏ ପୁଣି ବରାଭୟ,

ପଞ୍ଚପୁତ୍ର ହାରି ଛାତିକୁ ପଥର କରେ ଦ୍ରୌପଦୀ ହୃଦୟ |

ସେ ମହାରଥକୁ ଚଳାନ୍ତି ସାରଥୀ ଶ୍ରୀକୃଷ୍ଣ ନାୟକ ଥାଇ |

କୋଟି ଧର୍ମତୀର୍ଥ ଏ' ମହାଭାରତ ଜନନୀ ମୋ ଜନ୍ମଭୂଇଁ ,

ଯୁଗେ ଯୁଗେ ଏଠି ଧର୍ମର ଜୟ ବୀରରକ୍ତ ଯାଏବହି | (2)



Rate this content
Log in

More oriya poem from KRUTIBAS NAYAK

Similar oriya poem from Inspirational