ଦେବସେନା-୨୭
ଦେବସେନା-୨୭
1 min
6.7K
ଦେବସେନା-୨୭
ରାତି ଟିଏ ମୁଁ ,
ତୁମେ ଆସ
ମୋ ଚାଲିଯିବା ପରେ
ଅନ୍ତଃ କଣ ?
ଜାଣେନା
କିନ୍ତୁ ବିଶ୍ୱାସ ଅଛି
ସନ୍ଧ୍ୟା ଉପରେ
ଆଉ
ତା ରଙ୍ଗୀନ ରଙ୍ଗ ଉପରେ
ସତେ କି ?
ମନ୍ତ୍ରମୁଗ୍ଧ ତା ମିଳନର ଦୃଶ୍ୟ,
ଯେମିତି
ଗୋଟିଏ ଶ୍ୱାସ ଯେମିତି
ଢଳୁଛି,
ଆଉ
ଗୋଟିଏ ଶ୍ୱାସ
ସହ
ଅପୂର୍ବ ତା ଲାବଣ୍ୟ,
କରେ କେଉଁ ?
ସପ୍ତର୍ଷିଙ୍କ କେଜାଣି
ହଲଚଲ କରିଚାଲିଛି
ଦେବସେନା #ଅରୁନ୍ଧତୀ
ମୁଁ କିନ୍ତୁ ଯେଉଁ
ରାତି ସେଇ ରାତି
ତିମିସ୍ ଭରା
କିନ୍ତୁ
ତୁମେ ଆସ ମୋ ପରେ ରାତି ଶେଷରେ------- !!
©®କାଶ୍ୟପ,ରାୟଗଡା