Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ଦେବସେନା-୨୪

ଦେବସେନା-୨୪

1 min
6.7K


ଦେବସେନା-୨୪ ।
#ସୁଭଦ୍ରାଙ୍କ ପ୍ରେମ*
 
*
ମନେ, ମର୍ମେ 
ଭେଦିଗଲା
ତୁମରି
ପ୍ରତିଟି ଶବ୍ଦ,ଭାଷା,
ଆଉ
କୋଟି ମନୋହର କନ୍ଦର୍ପସମ ରୂପ
ତୃତୀୟ ପାଣ୍ଡବ ଅର୍ଜୁନ
କୁମାରୀ ଜୀବନରେ
ଦେବସେନା ସୁଭଦ୍ରାର 
ମନ ଯାହାର
ଖୋଜୁଥିଲା 
ପାଇଗଳା ମଧ୍ୟ-------!
**
ସାଇତି ରଖିଛି, ତୁମ ଲାଗି 
ଦେହ ଓ ବିନିଦ୍ରିତ ତନ୍ଦ୍ରା
ସବୁ ରାତିର 
କୁଆଁରୀ ସପନ,
ସଜାଇ ହୁଏ, ପ୍ରୟତମ ଅର୍ଜୁନ
ତୁମବିନା ଆଜି ବି
ସବୁ ସନ୍ଧ୍ୟାରେ 
ମୋ ଅସ୍ପର୍ଶ 
ଦେହ ଓ ଯୌବନ-----!!
***
ଦେଖିଲା ପରେ 
ତୁମକୁ ଜାଣିଲି କାହିଁକି ? ଆସିଛି ,ଦୁନିଆଁ କୁ ହେ ଧନଂଜେୟ ନେଇ ଅନୁମତି 
ଏ ଦେବସେନା ସୁଭଦ୍ରା,
ହୋଇ ଭଉଣୀ
କୃଷ୍ଣ ବଳରାମଙ୍କର------ !!!
 
©®କାଶ୍ୟପ,ରାୟଗଡା।


Rate this content
Log in