Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଦେବସେନା-୨୩

ଦେବସେନା-୨୩

1 min
6.9K


ଦେବସେନା-୨୩
 
#ଫେରିବି କିନ୍ତୁ ନିଶ୍ଚୟ
 
ଅପାରଗ,
କିଏ ?
ଯିଏ , 
ବର୍ଷ ଭିଜା ପତ୍ରରୁ ବିନ୍ଦୁ, ବିନ୍ଦୁ
ହୋଇ
ଝରି ପଡେ 
ବାଣ୍ଟି ଚାଲିଥିବା ପ୍ରେମର ଖୋଜି ସତ୍ତା
ପୁଣି, 
ଦେଖା,
ଅଵଶ୍ୟମ୍ଭାବି କି ?
ପ୍ରାଣ ପ୍ରିୟତମ 
ଅଭିମନ୍ୟୁ ,ପଚାରୁଛି ତୁମକୁ 
ଦେବସେନା
ଉତ୍ତରା------!
 
ଲୁହର ପୋଛି ନେବ
ମୋ ସ୍ମୃତିକୁ----------,
କ୍ଷେତ୍ତ୍ରାଣି ଧର୍ମ ଯେ
ଶ୍ରେଷ୍ଠ
ଯଦି ଫେରିବି
ବିଜୟ ଧ୍ଵଜାସହ,
ଫେରିବି କିନ୍ତୁ 
ନିଶ୍ଚୟ,
ନତୁବା
ଗୋଡାହୋଇ 
ସେଇ ଧ୍ୱଜା
ବୀରତ୍ଵର ଗାଥା 
ସହ
ଫେରିବି କିନ୍ତୁ ନିଶ୍ଚୟ
ପ୍ରିୟତମା
ଦେବସେନା ଉତ୍ତରା------!!
 
©®କାଶ୍ୟପ,ରାୟଗଡା।


Rate this content
Log in