Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Romance Classics Inspirational

3  

Purnima Prusty

Romance Classics Inspirational

ଡିଅର ଡାଏରୀ

ଡିଅର ଡାଏରୀ

1 min
11.6K


ଯଦି ତୋର ହିଁ ଆସିବାର ଥିଲା

କାହିଁ କହ ବାକି ସମୟ ମୋ,

ତୋରି ଅପେକ୍ଷାରେ ଚାଲିଗଲା...


ଜୀବନେ ତୋର ହାତକୁ ହିଁ ଧରିବାର ଥିଲା

କାହିଁକି ଏତେ ଗୁଡ଼େ ସମୟ ମୋ,

ଗୋଟେ ହାତର ସାହାରା ଖୋଜି ଖୋଜି ବିତିଗଲା...


ତୋରି ସ୍ପନ୍ଦନ ସହ ସ୍ପନ୍ଦନ ମିଶିବାର ହିଁ ଥିଲା

କାହିଁକି ଏତେ ଲମ୍ବା ସମୟ ମୋ,

ନିରୀହ ହୃଦୟ ସାଥିହୀନ ହେଇ ରହିଲା...


ସମୟ ଉପରେ ଭାରି ଅଭିମାନ ମୋର

କାହିଁକି ମୋ ଠାରୁ ମୋ ଅଧିକାର,

ବିନା ଅପରାଧେ ଛଡେଇ ରଖିଲା...


Rate this content
Log in

Similar oriya poem from Romance