The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Priyadarsini Das.PriYa❤️

Tragedy

3  

Priyadarsini Das.PriYa❤️

Tragedy

ଦାଦନ

ଦାଦନ

1 min
322



ମୁଁ ବି ଦିନେ ଦାଦନ ଖଟୁଥିଲି ,

ତୋ ପ୍ରେମ ରେ ,


ନା ଥିଲା କିଛି ପାଇବାର ଆଶା 

ତଥାପି ଦିନ ରାତି 

ଖଟି ଚାଲିଥିଲା 

ଏ ମନ ,


ତୋ ପ୍ରେମ ପାଇଁ ପ୍ରାର୍ଥନା କରିବାରେ ,

ତୋର ମଙ୍ଗଳ କାମନା ରେ 

ମିଳୁଥିଲା ଖୁସି ।


ମୁଁ ବି ଦାଦନ ଖଟୁଥିଲି

ବିନା କିଛି ସ୍ବାର୍ଥ ରେ ।



ଆଉ ଆଜି ସେ ଦାଦନ ର 

ପାରିଶ୍ରମିକ ମିଳିଛି ମୋତେ


ମୁଠାଏ ଭଙ୍ଗା ସ୍ବପ୍ନ 

ଆଉ 

ମେଞ୍ଚେ ଲୁହ



ବାସ୍

ଆଉ କିଛି ନୁହେଁ ।





Rate this content
Log in

More oriya poem from Priyadarsini Das.PriYa❤️

Similar oriya poem from Tragedy