Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

prafulla Kumar Tripathy

Others

3  

prafulla Kumar Tripathy

Others

ଚିଠି

ଚିଠି

1 min
25



ପ୍ରିୟା ତୁମ ପାଇଁ

ଲେଖୁଛି ଚିଠି

ଅବୁଝା ହେବନି ସାଥୀ

ମନ ଚାହେଁ ତୁମ ପୀରତି 

ଆଜି ଏହି ରାତି

କେମିତି କଟିବ ବିତି ା

ରଙ୍ଗୀନ କଗଜରେ

ଲେଖୁଛି ମୁଁ ଚିଠି

ତୁମ ବାଟକୁ ଚାହିଁ ାା

ପ୍ରେମର ବିରହରେ

ଅପେକ୍ଷା ତୁମରି ସାଥି

ଆସିବକି ପ୍ରିୟା...ଚୁପି ଚୁପି

ଦେବ କିଛି ଅନୁଭୂତି ାାା

ତୁମ ପ୍ରେମ ରଙ୍ଗରେ

ଆମେ ଖେଳିବାକି ହୋଲି 

ପାରିବନି ତୁମେ ମୋତେ

ପ୍ରିୟା କେବେ ବି ଭୁଲି......



Rate this content
Log in