ଶୀତ ର ଆଗମନ
ଆମ କୁନା ଆଜି ରୁଷିଛି ବସି ତା' ପାଇଁ ଆଣିବୁ କାକୁଡି କଷି l
ଖାଆନ୍ତେ ତାକୁ ଭକତ "ଅବଢା"ନାମେ ମୁଁ ହେଲି ବିଦିତ ସଜନୀ ଲୋ ଥିଲି ଚାଉଳ ହେଲି ଅମୃତ।
ଘିଅ ଦୀପ ଜାଳେ ଚଉଁରା ମୂଳରେ ସଞ୍ଜ ବେଳେ ନିତି ପ୍ରତି ମନେ ମନେ ସିଏ ଡାକୁଥାଏ ଦିଅଁ ହାତଯୋଡି ଦିନ ରାତି ।।
କୁଆଡେ ଗଲା ସେ ସୁଖର ସମୟ କୁଆଡେ ଗଲା ସେ ଦିନ ଭାବିଲେ ମନରେ ପୁଲକ ଜାଗଇ ଆନମନା ହୁଏ ମନ ।
ବାଘ ମାମୁଁ ଦାନ୍ତେ ବାଜିଗଲା ଗୋଟେ ଚକୁଳି ପିଠାର ଗୋଡ଼ି , କରିଣ ଗର୍ଜନ କରିଲା ପ୍ରସ୍ଥାନ ବାଘ ମାମୁଁ ଛାଡ଼ି ରଡ଼ି
ମାଟି ଦୀପ
ଗଛ ଟ଼ିଏ ହେବି ଗଛ ଟ଼ିଏ
ମାଛରଙ୍କା ଜାମୁଡାଳରେ ବସି ପାଣିକି ଚାହିଁ, ଡୁବ ମାରୁଥାଏ ଦଣ୍ଡେଇ ମୀନ ଗିଳିବାପାଇଁ।
ବାକି ରହିଗଲା , ଙ,ଞ,ଣ,ନ,ମ ନାସିକା କଣ୍ଠ,ତାଳୁ,ମୁର୍ଧନ୍ଯ,ବର୍ସ୍ଯ,ଓଠରେ ହୁଏତ ଉଚ୍ଚାରଣ ।
ନୀରବତା ରଖୁ, ଧାଡି ବାନ୍ଧି ଯାଉ, ପରିଶ୍ରମ କରୁ ସଦା: କ୍ଷୁଦ୍ର ବାଲି ମଧ୍ୟ, ଲାଗଇ ବୃହତ, ଘର କରେ ଖୋଜି ବୁଦ...
କିଚିରିମିଚିରି ଶବଦେ.....
ପିଲାମାନେ ତୁମେ ଭଲ ପାଠ ପଢି ସୁନାମ ଯେବେ ଅର୍ଜିବ ଆଗାମୀ ପିଢ଼ିର ଭବିଷ୍ୟତ ବନି ଦେଶର ଟେକ ରଖିବ
କବିତା ଲେଖା ନହେଲା ନାହିଁ
ପ୍ରତିଦିନ ଘଷିବି ଦାନ୍ତ ଚାଲିଯିବେ ସବୁ ପୋକ ହୋଇ କ୍ଲାନ୍ତ ଖାଇସାରି କରିବି କୁଳି ରହିବନି ଦାନ୍ତରେ ମଳି ଚକଲେଟ ପାଇଁ କରିବିନି ଅ...
ବିଜୁ ପଟ୍ଟନାୟକ ବିମାନବନ୍ଦର ଖୋର୍ଦ୍ଧା ଠାରୁ ୧୧କି.ମି ଦୂର, ଅଟ୍ରି ଉଷ୍ଣ ପ୍ରସ୍ରବଣ ଖୋର୍ଦ୍ଧା ଠାରୁ...
କିଏ ସେ ଭରିଲା ଏମିତି ସାହସ ଛୋଟ ହୃଦୟରେ ତାର, ମାଆ କୋଳ ଛାଡି ନଉକା ସଜାଡେ ନଈ କୂଳେ କରି ଘର
ବାରମାସ ଛଅ ଋତୁର ପରଶ ସବୁବେଳେ ଲାଗେ ନୂଆ ରାତି ପାହିଗଲେ ନୂଆ ଦିନ ଆସେ ଦେଖାଏରେ ନୂଆ ରାହା
ବାଜିଆ ବସିଛି ବଧିର ପରି ପଣ କରିଛି ନ କରିବ ପାରି ।
ଯେଉଁ ଦେଶର ସେ ପୁଣ୍ୟ ବୁକୁରେ ଜନ୍ମିଥିଲେ ମହାଋଷି । ଅହଲ୍ୟା ସାବିତ୍ରୀ ସୀତା ଦ୍ରୌପଦୀ ଜନ୍ମ ଲଭିଥିଲେ ଆସି ।