Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Bijay Dani

Tragedy


4.0  

Bijay Dani

Tragedy


ଚାଷୀ ର କଥା

ଚାଷୀ ର କଥା

1 min 190 1 min 190


ମାଟି ସାଙ୍ଗେ ମାଟି ହେଇ କରି

         ଗଛେ ଫଲାସୁଁ ସୁଁନା,

ଲୁକର୍ ମୁହେଁ ଆହାର୍ ଦେଇକରି

         ଘରେ ଖେଲାସୁଁ ହଁସି,

         ଆମ୍ କୁ କହେସନ୍ ଚାଷୀ ।

ଧରତି ମାଁ କେ ନାଇଁ ସାଧ୍ ରେ ଆଉ

            ଯିବୁରେ ମୁନୁସ୍ ଫସି

ଗଛ କଟା ସାଙ୍ଗେ ଗାଡି ଚଲାଲେ 

   ଇନ୍ଦ୍ର ନାଇଁ ଯାଏ ମୋର ଦିହେଁ ଵର୍ଷି

       ଧରତୀ ମୁଈଁ କେନ୍ତା କର୍ ସି

        ଚାଷୀ ଯିବୁରେ ତୁଇ ଫସି

 କେନ୍ତେହି ଦେବୁ ଲୁକର୍ ମୁହେଁ

           କେନୁ ଆନବୁ ହଁସି ।।

      

         


Rate this content
Log in

More oriya poem from Bijay Dani

Similar oriya poem from Tragedy