Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Tragedy

3  

Bijay Dani

Tragedy

ଚାଷୀ ର୍ କଥା

ଚାଷୀ ର୍ କଥା

1 min
172



ମାଟି ସାଙ୍ଗେ ମାଟି ହେଇ କରି

         ଗଛେ ଫଲାସୁଁ ସୁଁନା,

ଲୁକର୍ ମୁହେଁ ଆହାର୍ ଦେଇକରି

         ଘରେ ଖେଲାସୁଁ ହଁସି,

         ଆମ୍ କୁ କହେସନ୍ ଚାଷୀ ।


ଧରତି ମାଁ କେ ନାଇଁ ସାଧ୍ ରେ ଆଉ

            ଯିବୁରେ ମୁନୁସ୍ ଫସି

ଗଛ କଟା ସାଙ୍ଗେ ଗାଡି ଚଲାଲେ 

   ଇନ୍ଦ୍ର ନାଇଁ ଯାଏ ମୋର ଦିହେଁ ଵର୍ଷି

       ଧରତୀ ମୁଈଁ କେନ୍ତା କର୍ ସି

        ଚାଷୀ ଯିବୁରେ ତୁଇ ଫସି

 କେନ୍ତେହି ଦେବୁ ଲୁକର୍ ମୁହେଁ

           କେନୁ ଆନବୁ ହଁସି ।


ମରୁଡି ପ୍ରଭାବ ଚାରିଆଡ଼େ ଗଲା ନ ତାତି

ରେ ମୁନୁଷ୍ ତୋର ଆଉ ନାଇନ ରେ ଗତି ।

ଚାଷ ନାଇଁ କର୍ଵୁ କାଣା ରେ ଚାଷୀ

କେନ୍ତେହି ଦେବୁ ଲୁକର୍ ମୁହେଁ

           କେଳୁ ଆନବୁ ହଁସି ।


      


Rate this content
Log in

Similar oriya poem from Tragedy