ବର୍ଷା
ବର୍ଷା
ସତରେ ତୁମେ ବହୁତ ଚାଲାକ୍
ଆଦ୍ୟ ଆଷାଢରେ
ତୁମ ସହ ପ୍ରଥମ ଦେଖାରେ ହିଁ ତ
ମୋ ଆତ୍ମା ତୃପ୍ତି ହୋଇ ଯାଇଥିଲା
ତୁମେ ଆସିଛ ବୋଲି
କିନ୍ତୁ ତୁମେ ଛଳନା କରି
ଉଭାନ ହୋଇଗଲ
ହେଲେ ଆଜି ଦେଖ
ତୁମର ଟିକିଏ ସ୍ପର୍ଶରେ
ମୋ ଆତ୍ମା ତୃପ୍ତି ହୋଇଯାଇଛି
ଓଃ କି ଶାନ୍ତି
ବହୁତ ଆରାମ
ସେ ସବୁ ଛାଡ଼
ମୋ କଥା କିଛିନୁହଁ
ଏ ଧରଣୀ କିନ୍ତୁ ତୁମକୁ ପାଇ ବହୁତ ଖୁସି !!