Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

3  

Brundabana Pradhan

Tragedy

ବର୍ଷା

ବର୍ଷା

1 min
213


ଝିପ୍ ଝିପ୍ ବର୍ଷା ବର୍ଷି ଯାଏ 

ଅସରନ୍ତି ଦୁଃଖ ଦେଇ ଚାଲିଯାଏ 

ତ ପୁଣି ସୁଖର ଅସରାଏ 

ବର୍ଷା ମୋ ପାଖେ ଅଜାଡିଦିଏ। 

ଜାଣି ପାରେନି ବର୍ଷା 

ମୋ ପାଇଁ ଏକା ବର୍ଷୁଛି 

ଦାନ୍ତ ନିକୁଟି ହସୁଛି 

ଚାଷୀଟି ସଞ୍ଚିଥିବା ଧାନ 

ଆଣି ନ ପାରି ଦୁଃଖରେ ମରୁଛି। 

ଅଥଚ ବର୍ଷା ଖୁବ୍ ବର୍ଷୁଛି 

ସୁଖରେ ବର୍ଷୁଛି 

ଦୁଃଖରେ ବର୍ଷୁଛି 

ହିତରେ ଅହିତରେ 

ବର୍ଷା ସତେ ଖୁବ୍ ବର୍ଷୁଛି। 


Rate this content
Log in

Similar oriya poem from Tragedy