Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ବର୍ଷା-ତୁମ ପାଇଁ ଦି ଧାଡି

ବର୍ଷା-ତୁମ ପାଇଁ ଦି ଧାଡି

1 min
1.4K


ବର୍ଷା-ତୁମ ପାଇଁ ଦି ଧାଡି
 
ବର୍ଷା ହଠାତ ଆସ,
ଆଉ
ଚାଲିଯାଅ,
ଦେହେରେ ମତାଇ ଦେଇ
ବିଭୀଷିକାର ତାଣ୍ଡବ
ସବୁ ସହି ନିଏ
ତୁମ ଉତ୍ପାତ
କାରଣ,
ମୁଁ ତୁମ 
ଵିଚରା ପ୍ରେମିକଟିଏ-----!
 ©®କାଶ୍ୟପ,     ରାୟଗଡା।
 
 
 
 


Rate this content
Log in