Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ବର୍ଷା ସହିତ କିଛି ସ୍ମୃତି ।-----

ବର୍ଷା ସହିତ କିଛି ସ୍ମୃତି ।-----

1 min
406



ଟିପି ଟିପି ବର୍ଷାରେ 

ଭିଜୁଥିଲି ଦିନେ ।

ଝାପସା ଝାପସା ସ୍ମୃତି କିଛି

ପଡେ ଆଜି ମନେ ।


ଭିଜିବାକୁ ଭଲ ଲାଗେ।

ପହିଲି ଆଷାଢରେ ।

ଶୀତଳତା ଭରି ଦିଏ

ଗ୍ରୀଷମ ଯିବା ପରେ।।

କାଗଜରେ ଡଙ୍ଗାଟିଏ

ସୁଅ ଧାରେ ଭସାଏ ।

କିଛି କଥା ଭୁଲିଛି ମୁଁ କିଛି କଥା ଅଛି ମନେ ।


ଘାଟରେ କଦମ୍ବ ଫୁଟେ

ସୁରଭି ବାସ୍ନା ଛୁଟେ ।

ପାଦ ଚିହ୍ନ ପଡିଥାଏ

ଗାଁ'ପୋଖରୀର ତୂଠେ।

କଳସିରେ ଧରି ପାଣି

ଧୀରେ ଚାଲେ ମଲ୍ଲୀ ନାନୀ ।

ଚପଳା ଚମକେ ମେଘେ 

ବାଣ ଫୁଟେ ଯେସନେ




Rate this content
Log in

Similar oriya poem from Romance