Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

2  

Bidyutprabha Gantayat

Others

ବର୍ଷା ବିହୁନେ

ବର୍ଷା ବିହୁନେ

1 min
6.8K


ମେଘ ଘଡଘଡି ବର୍ଷା ବିଜୁଳି

ଆଷାଢରେ ଦେଖା ନାହିଁ

ନଦୀ ବୃକ୍ଷ ଲତା

ସବୁଜ ବାରତା

ଅନ୍ତରହିତ ହେଲା କାହିଁ

ଦକ୍ଷିଣା ପବନ ମୌସୁମୀ ମନ

ମରମ କଥାଟି କହେ

ସବୁଜିମା ଘନ ବନରାଜି ବିନା

ମେଘ କି ବରଷା ଦିଏ ?

ବର୍ଷାର ନ ଥାଏ ପାତର ଅନ୍ତର

ବର୍ଷାର ମନ ଭିଜା

ଭରା ଆଷାଢର ବର୍ଷା ବିରହ

କିଏ ଦେଲା ତାକୁ ସଜା ।

© ଡଃ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in