Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

1.0  

Ram Prasad Bisoi

Others

ବର୍ଷା ବୈଶାଳୀ

ବର୍ଷା ବୈଶାଳୀ

1 min
1.3K


  • ବର୍ଷା ବୈଶାଳୀ ।

    ବର୍ଷା-----------------! ତମେ ଆସିଗଲା, ସତେ ଯେମିତି ଫେରି ଆସିଲା ପ୍ରକୃତିର ଯୌବନ, ତୁମୋ ସ୍ପର୍ଶରେ ଭିଜି ଗଲା ମାଟି, ଆକାଶ, ପୁଲକିତ ହେଲା, ସବୁଜିମାର ସବୁଜ ଶାଡି ପିନ୍ଧିଲା ପ୍ରକୃତି, ଗ୍ରୀଷ୍ମର ଚାତକ ନିର୍ଭୟରେ ଉଡ଼ିବୁଲିଲା ଆକାଶର ଛାତି ଚିରି,

    ବର୍ଷା- ରହିଗଲେ ହୁଅନ୍ତା ନି କାଳ କୁ କରି ଆକଟ ସାଜନ୍ତା ନି କି ? ଜୀବନ!! ! ଏଠି " ବର୍ଷା ବୈଶାଳୀ" । @କାଶ୍ୟପ, ସନ୍ଧ୍ୟା-୬ ଟା ତା-୦୯-୦୭-୧୬, ରାୟଗଡ଼ା । ଉତ୍ସର୍ଗୀକୃତ କବି ନିରଞ୍ଜନ ନାୟକ, ଟିକିରି ।

     
     


Rate this content
Log in