Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Inspirational

4  

Madhumita Mishra

Inspirational

ବୋଝ ଦୂରେଇ ଗଲା

ବୋଝ ଦୂରେଇ ଗଲା

1 min
206



ଅସଫଳତାର ସୋପାନ..

ସଫଳତାର ଆହ୍ବାନ..


ଘନ ଅନ୍ଧକାର ଛାୟା..

ଆଲୋକର ନୂତନ ରାହା...


ବିଷାଦ ଗ୍ରସ୍ତ ମନ..

ସନ୍ତୋଷ ମୟ ଜୀବନ...


ବନ୍ଦୀ.. ଅବହେଳିତ ଆତ୍ମା..

ପରିବ୍ୟାପ୍ତ ପରମାତ୍ମା..


ଅପୂର୍ବ ସୃଷ୍ଟି ସମ୍ଭାର..

କ୍ଷଣସ୍ଥାୟୀ.. ନସ୍ଵର...


କର୍ମମୟ କର୍ତ୍ତବ୍ୟ ହୁଙ୍କାର..

ଜୀବନ ଚକ୍ର.. ତଥାପି ସ୍ଥିର...


ଅଦ୍ଭୁତ ଏ ସଂରଚନା..

ସତ୍ୟ ଶିବ ସୁନ୍ଦର କଳ୍ପନା...।


Rate this content
Log in

Similar oriya poem from Inspirational