Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Romance

3  

GAGAN KUMAR DASH

Romance

ବଞ୍ଚିବାର ମୋହ

ବଞ୍ଚିବାର ମୋହ

1 min
231



ମୋର ବଞ୍ଚିବାରେ

ତୁମର ଆନନ୍ଦ

ମୁଁ ଆତ୍ମହତ୍ୟା କଲେ

ତୁମେ କାନ୍ଦିବ

ତୁମେ ନିଷ୍ପତ୍ତି ନେଇପାର

ଆତ୍ମହତ୍ୟା


ବଞ୍ଚିବାର ଲୋଭ ଓ ମୋହ

ମରିବାର ମିଛ କଳ୍ପନା

ଦେବା ଆଉ ନେବାର ସମ୍ପର୍କରେ

ଦେବାଟା କଷ୍ଟ ହୋଇଯାଏ

ନେବାର ଆଶା ଆକାଂକ୍ଷାରେ

ଜୀବନଟା ଛି ହୋଇଯାଏ ।


ଦୁନିଆଁର କଳା ପରଦାରେ

ମରିବାକୁ କଷ୍ଟ ଲାଗେ

ତୁମର ମୋର ସମ୍ପର୍କ ଭିତରେ

ସନ୍ଦେହର ଘନ କୃଷ୍ଣ ବାଦଲ

ଘାଣ୍ଟି ଦିଏ ହୃଦୟକୁ ମୋ'ର

କାଳେ ତୁମେ 

ହଜିଯିବ ଆଉ 

କେଉଁ ଏକ ଭିନ୍ନ ସହରରେ ।




Rate this content
Log in