Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବନ୍ଦଇ ପରମ ଲକ୍ଷ୍ମୀ

ବନ୍ଦଇ ପରମ ଲକ୍ଷ୍ମୀ

1 min
341



ବନ୍ଦଇ ପରମ ଲକ୍ଷ୍ମୀ

  ଜଗତ ଜନନୀ

ସାଗର ଦୁଲଣୀ ମାଗୋ

 ବିଷ୍ଣୁ ପାଟରାଣୀ।


ତୋହରି କୃପାରୁ ଦୁଃଖୀ

  ହୁଏ ଧନବାନ

ତୋ ଦୟା ବିହୁନେ ସୃଷ୍ଟି

 ହୁଏ ଶିରୀ ହୀନ।


ଶୁଦ୍ଧ ପୂତ ସ୍ଥାନେ ମାଗୋ

 ତୋହର ଆସ୍ଥାନ

ତୋ ଭକତେ ସଦା ମାଗୋ

 ଦେଉ କୃପା ଦାନ।


କମଳ ପୁଷ୍ପରେ ଅତି

 ଶ୍ରଦ୍ଧାଟି ତୋହର

ଅରପି ପୂଜିଲେ ଆପେ

 ଯାଚି ଦେଉ ବର।

ଭକତି ଅନ୍ତରେ ମାଆଗୋ

 ପୂଜୁଛି ମୁଁ ତୋତେ

ଶରଣ ଦେବୁ ଜନନୀ

 ତୋ ଶରଣା ଗତେ।



Rate this content
Log in

Similar oriya poem from Inspirational