Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

3  

Santosh Pattnayak

Inspirational

ବନ୍ଧୁତ୍ୱଗାଥା

ବନ୍ଧୁତ୍ୱଗାଥା

1 min
184


ଯାହାରି ସକାଶେ ଉତ୍କୃଷ୍ଟ ଉତ୍କଳ

ବନ୍ଧୁ ଶ୍ରେଷ୍ଠ ସେଇ ଜଗତ ସାଇଁ

ଦିବସକୁ ପାଳି ତାକୁ ଭୁଲ ନାହିଁ

ସମର୍ପିତ ହୁଅ ଶରଣ ପାଇଁ ।

ପାଦପ ଦାନରେ ଜୀବନ ଜୀଇଁଛି

ନିଶ୍ବାସ ପ୍ରଶ୍ବାସ ତାହାରି ପାଇଁ

ନ ହୋଇ କାରଣ ଜାଗୁ ମନ ପ୍ରାଣ

ବୃକ୍ଷଟିଏ ରୋପ ଜଗତ ପାଇଁ ।

ଯୋଉ ଜାତି ଦିନେ ଶିକ୍ଷା ଦେଉଥିଲା

ସଂସ୍କୃତି ସଂସ୍କାର ବନ୍ଧୁତ୍ବ ଗାଥା

କିଏ ଆଜି ତାକୁ ଶିଖାଇ ଦେଇଛି

ବନ୍ଧୁତ୍ୱ ଦିବସ ପାଳିବା ପ୍ରଥା ।

ପାଳିବାର ଅଛି ଯଦି ହୃଦୟରୁ

ଲଗାଅ ବୃକ୍ଷକୁ ଚାରି ପାର୍ଶ୍ବରେ

ତେବେ ଯାଇ ସିନା ସୁରକ୍ଷା ହୋଇବ

ଜୀବ ଜଗତଟା ଏଇ ବିଶ୍ବରେ ।


Rate this content
Log in

Similar oriya poem from Inspirational