Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Inspirational

3  

Sanatan Das

Inspirational

ବନ୍ଧୁ ସେ ତ....

ବନ୍ଧୁ ସେ ତ....

1 min
228


ବନ୍ଧୁ ସେ ତ,

ଈଶ୍ବରଙ୍କ ଦିଆ ଉପହାର ଟିଏ!!


ସଦା ସାଥେ ରହୁଥିବା ଛାଇଟିଏ,

ବିପଦେ ଆପଦେ ସାଥ ଦେଉଥିବା

ଅଭୟ ର ପ୍ରତିଛବି ଟିଏ!!


ବନ୍ଧୁ ସେ ତ,

ଲୁହର ବନ୍ୟାରେ ଧରେ ହସର ତରୀ ଟିଏ,

ଦୁଃଖ ଗଣିତରେ ସମାଧାନର ସୂତ୍ର ଟିଏ,

ବନ୍ଧୁ ସେ ତ,

ଈଶ୍ବରଙ୍କ ଦିଆ ଉପହାର ଟିଏ!!


ବନ୍ଧୁ ସେ ତ,

ନିଃସ୍ୱାର୍ଥ ପ୍ରେମର କପୋତ ଟିଏ,

ଅନ୍ଧାର ଗଳିରେ ଭରସାର ଛୋଟ ଦୀପଟିଏ,

ବନ୍ଧୁ ସେ ତ,

ଈଶ୍ବରଙ୍କ ଦିଅ ଉପହାର ଟିଏ!!


ବନ୍ଧୁ ସେ ତ,

ବାଲ୍ୟକାଳ ଠାରୁ ବୃଦ୍ଧ କାଳ ଯାଏ

ଜୀବନର ଶେଷ ଆଶା ଟିଏ,

ଦେହ ଚାଲିଯିବ, ବୟସ ବି ଯିବ

ହେଲେ ବନ୍ଧୁ ହୋଇଯାଏ ମଧୁର ସ୍ମୃତି ଟିଏ,

ବନ୍ଧୁ ସେ ତ,

ଈଶ୍ବରଙ୍କ ଦିଆ ଉପହାର ଟିଏ!!


Rate this content
Log in

Similar oriya poem from Inspirational