STORYMIRROR

Salina Sahu

Classics

3  

Salina Sahu

Classics

ବଳିଦାନ

ବଳିଦାନ

1 min
125


ବଳିଦାନ ଏକ           ପରମ ଧରମ

       ଲାଗେ ଦେଶ ସେବା କାର୍ଯ୍ୟ          

ଶହ ଶହ ଜନ           ଭାରତ ସନ୍ତାନ

       ପ୍ରାଣ ଦେଲେ ଏହି କାର୍ଯ୍ୟ ।


 ଦୁଇଶହ ବର୍ଷ           ପ୍ରାଣ ସଂଘର୍ଷିତ

       କରି ଏ ଦେଶର ସନ୍ତାନ,

 ଫେରାଇ ଅଛନ୍ତି          ଜନମ ଭୂମିର

        ହରାଇ ଥିବା ସ୍ଵାଧୀନ।

 

ସେହି ସ୍ଵାଧୀନତା   

;       ପାଇଁ ସୂତସୂତା

         ଜୀବନକୁ ବଲିଦାନେ,

ଋଣେ ଓ ସଂଗ୍ରାମେ         ବିଦେଶୀ ଦଂଶନେ

         ଟଲିଛନ୍ତି ରଣ ଭୂମେ।


ଗାନ୍ଧି ଓ ନେତାଜୀ          ସେ ଖୁଦିରାମଜୀ

       କେତେ କେତେ ବୀର ବୀରା,

ସ୍ୱାଧୀନ ସଂଗ୍ରାମେ          ଅମୂଲ୍ୟ ଜୀବନ

         ପିଣ୍ଡ ଥିବା ଯାଏଁ ପ୍ରାଣ।


ସିଏ ଏ ଦେଶର ଜବାନ,

           ଜୟ ଜବାନ,ଜୟ କିଶାନ।


Rate this content
Log in

Similar oriya poem from Classics