Liza Senapati

Abstract


3  

Liza Senapati

Abstract


ବିଷ

ବିଷ

1 min 134 1 min 134

ଏ ବାଟ ଫୁଲ ଆଉ କଣ୍ଟାର,

ଜାଣି ଜାଣି ରଖିଚି ପାଦ,

ଭୁଲିବାକୁ ସ୍ମୃତି ତୋର।

ଆପଣାର ଯେବେ ଦଉଚି ଜଖମ,

କି ଦୋଷ ଅବା ଏ ହୃଦୟର।

ସେକି ଜାଣିଚି 

ଏଇ ମିଛ ଦୁନିଆରେ 

ଆପଣାର ଦିଅନ୍ତି ବିଶ୍ୱାସେ ବିଷ।


Rate this content
Log in

More oriya poem from Liza Senapati

Similar oriya poem from Abstract