ବିଷ
ବିଷ
ଏ ବାଟ ଫୁଲ ଆଉ କଣ୍ଟାର,
ଜାଣି ଜାଣି ରଖିଚି ପାଦ,
ଭୁଲିବାକୁ ସ୍ମୃତି ତୋର।
ଆପଣାର ଯେବେ ଦଉଚି ଜଖମ,
କି ଦୋଷ ଅବା ଏ ହୃଦୟର।
ସେକି ଜାଣିଚି
ଏଇ ମିଛ ଦୁନିଆରେ
ଆପଣାର ଦିଅନ୍ତି ବିଶ୍ୱାସେ ବିଷ।
ଏ ବାଟ ଫୁଲ ଆଉ କଣ୍ଟାର,
ଜାଣି ଜାଣି ରଖିଚି ପାଦ,
ଭୁଲିବାକୁ ସ୍ମୃତି ତୋର।
ଆପଣାର ଯେବେ ଦଉଚି ଜଖମ,
କି ଦୋଷ ଅବା ଏ ହୃଦୟର।
ସେକି ଜାଣିଚି
ଏଇ ମିଛ ଦୁନିଆରେ
ଆପଣାର ଦିଅନ୍ତି ବିଶ୍ୱାସେ ବିଷ।