Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ବିଶ୍ବାସ

ବିଶ୍ବାସ

1 min
369



ଯେଉଁଠି ଥାଏ

ମର୍ତ୍ତ୍ୟ ସ୍ୱର୍ଗ ପରି ମନେହୁଏ,

ଯେଉଁଠି କେହି ଭାଙ୍ଗେ

ସ୍ୱର୍ଗ ନର୍କଠୁ ବଳିଯାଏ ।


ସମ୍ପର୍କ ଓ ବିଶ୍ବାସ

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ

ସନ୍ତୁଳନ ଥିବା ଯାଏଁ

ପ୍ରେମମୟ ପରିବେଶ !


ବିଶ୍ବାସ ଅବା ସମ୍ପର୍କ

କେହି ଯଦି ବୁଝେନି

ପ୍ରେମରେ ପ୍ରତାରଣାର ମଧ୍ୟସ୍ଥି

ଖୁବ୍ ଶୀଘ୍ର ଆଣିଦିଏ ସମ୍ପର୍କର ଇତି ।


ରହିବା, ନ ରହିବା

କହିବା, ଶୁଣିବା

ବୁଝିବା, ବାହାନା କରିବା

ସବୁ ଏକାକାର ହେଇ ଯାଆନ୍ତି ମନେ ହୁଏ

ଯେବେ ବିଶ୍ବାସ ବିଦାୟ ନିଏ ।


Rate this content
Log in

Similar oriya poem from Abstract