Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

2  

Sunanda Mohanty

Classics Inspirational Others

ବିରହିଣୀ ମାଆ

ବିରହିଣୀ ମାଆ

1 min
75


ମାଆ ସଦା ବିରହିଣୀ 

ଯଶୋଦା ଦେବକୀ ସଭିଏଁ ପୁଣି 

ଏ ଯୁଗରେ ବିରହରେ ମାଆ ଝୁରୁଥାଏ 

ବିଦେଶେ ଅବା ସ୍ଵଦେଶେ ପୁଅ ଯେବେ ଥାଏ 

ଦୂରେ ଗଲେ ଲୋତକ ଗାଡ଼ାଇବା ସାର ହୁଏ 

ଅନାଥଶ୍ରମ ରେ ରହିଲେ ବି କପୋତୀ ପରି ଝୁରିହୁଏ 

ମାଆ ପରି ବିରହ ଦୁଃଖ ସହିଛି ଆଉ କିଏ 

ଜନ୍ମ କଲା ସନ୍ତାନ ତାର କେବେ ନୁହେଁ 

ଥରେ ତ ଆଶ୍ୱାସନା ଭରା କଥା ପଦେ କହନ୍ତୁ ସଭିଏଁ l


Rate this content
Log in

Similar oriya poem from Classics