#ବିଜୁଳି
#ବିଜୁଳି
1 min
6.5K
ସଂଳାପ-୭୨
#ବିଜୁଳି
ମେଘ ବର୍ଷାରେ ଝଲସି
ଉଠୁ
ଆଖି ପିଛୁଳାକେ ଆସୁ
ପୁଣି ଚାଲି ଯାଉ
ବିଚାର ବର୍ଷା
ବିଚାର ମେଘ
ବିଚାର ପାହାଡ,
ହସି ହସି
ବେଳେ ବେଳେ
କାନ୍ଦି
ଝୁରି ଡାକୁଛନ୍ତି
ବିଜୁଳି ---------ବିଜୁଳି ।
©®@କାଶ୍ୟପ
ରାୟଗଡ଼ା ।