ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ
ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ
ବିଜ୍ଞାନର ଯୁଗ ହେଇଚି ପିଲାଏ
କହିବି କାହାଣୀ ଗୋଟେ,
ପଢିବ ମୋ ସାଥେ ଏଇ କାହାଣୀ ଟି
ଡରିବନି ତମେ ମୋଟେ ା
ଉଡିବାକୁ ମୋର ମନ ହେଲା ଦିନେ
ପକ୍ଷୀ ଭଳି ଆକାଶ ରେ,
ଦେହ ରେ ଖଂଜିଲି ବ୍ୟାଟେରୀ
ଓ ତାର ଉଡିବାର ନିଶା ରେ ା
ବ୍ୟାଟେରୀ ରେ ତାର ଯୋଡି ହେଲା
କ୍ଷଣି ଉଡିଲା ଶରୀର ମୋର ।