Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Abstract Others

3  

Chittaranjan Lenka

Abstract Others

ଭୟ ଓ ଭକ୍ତି

ଭୟ ଓ ଭକ୍ତି

1 min
6.6K


ଭୟ ଓ ଭକତି               ନିଜର ସମ୍ପତ୍ତି

ଦିଏ ଯେ ପ୍ରଭୁଙ୍କୁ ଆଦର କରି

ମିଳୁ କି ନ ମିଳୁ        ତାକୁ ପଛେ କିଛି

ମନରେ ବିଶ୍ୱାସ ଯିବଟି ଭରି


ବିଶ୍ୱାସ ବଢିଲେ             ବଢଇ ସାହସ

ସାହସ ବଢିଲେ ଦୁଃଖ କମଇ

ବିଶ୍ୱାସ କର କି  ନ କର ମୋ କଥା

ଅକ୍ଷରେ ଅକ୍ଷରେ ସତ ଅଟଇ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in