Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Others

4.1  

Reeta aparajeeta Mohanty

Others

ଭୟ ନୁହେଁ ସତର୍କ ହେବା -ରୀତା

ଭୟ ନୁହେଁ ସତର୍କ ହେବା -ରୀତା

1 min
2.8K


ଜେବେଠୁ କରୋନା ରୋଗ ବ୍ୟlପିଛି

ନାନା ମୁନି ନା ନା ମତ ପ୍ରକାଶ କରୁଛନ୍ତି।

ସତେକି ବଡ଼ ବଡ଼ ଡାକ୍ତର

କିଏ କହୁଛି ଖାଇବାନି ମାଛ

କରୋନା ବ୍ୟାପିବ।

କିଏ କହୁଛି ଚିକେନ୍ ଅଣ୍ଡା ଖାଇଲେ ହୁଏ କରୋନା

ଏ ସବୁ କଥl ପୁରା ପୁରି ମିଛ।

ଏ ସମୟରେ ଚିକେନ୍ ,ଅଣ୍ଡା ମାଛ ଖାଇବା

ଦେହକୁ ବଳ ଦେବ।

କେବଳ ଆମେ ଯାହା ଖାଇବା ଖାଇବା ଶି

ଶିଝେଇ।

ଭାଇ ଓ ଭଉଣୀ ମୋ କଥା ମାନିବ ନା

ଏ ସମୟରେ କୃଷକ ଭାଇ ଙ୍କ ସାହାଯ୍ୟ

କରିବା

ଏଇ ତାଲାବନ୍ଦରେ ସେ ଯୋଗାଇଦିଏ ଆହାର ।

ସାମାଜିକ ଦୂରତ୍ୱ ରଖିବା

ବାରମ୍ବାର ହାତ ଧୋଇବା

ଆମେ ଘରେ ରହିବା ।ସୁରକ୍ଷିତ ରହିବା।



Rate this content
Log in