Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyoti Ranjan Subudhi

Tragedy Classics

3  

Jyoti Ranjan Subudhi

Tragedy Classics

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
311


ଟିକେ ଦେଖିଆସ ଭୋକର ଭୂଗୋଳ , ଯେଉଁ ମାନେ ଏବେ ଭାଷଣେ ବିହ୍ବଳ ।

ଭୋକର କି ଅଛି ଜାତି କି ଅଜାତି , ସେତ ଦାଉ ସାଧେ ଗରିବଙ୍କ ପ୍ରତି ।

ବନ୍ଦରେ ଧନୀର ସିନା ପରିବାର ପ୍ରୀତି , ହେଲେ ଗରିବ ପେଟତ ଖୋଜେ ଦାନା ନିତି ।

ସେପାଇଁ ଗରିବ କାମର ଆଶାରେ ରାସ୍ତା କୁ ଆସୁଛି , କାମତ ମିଳୁନି ପୋଲିସଠୁ ନିଶ୍ଚେ ମାଡ଼ ସେ ଖାଉଛି । ସେ ସିନା ବୁଝୁଛି ନିଜ ପିଲାର ଭୋକିଲା ଆଖିର ଲୁହ ,

ହେଲେ ପୋଲିସ ଲାଠି କି ବୁଝୁଛି ତା ଅନ୍ତରେ କୁହୁଳା କୋହ ଯାହାକୁ କହିଲେ ପ୍ରତିକାର ପାଇଁ ସେ ସାଙ୍ଗେ ସରକାର ଖୋଜେ , ଏଠି ସରକାର କିଏ !

ଉତ୍ତର ଖୋଜିଲେ ଆମେ ବୋଧେ ନିଜେ  ଆସ ହେ ବନ୍ଧୁ ସାହାଯ୍ୟ କରିବା ଜାତିର ଏକତା ଦେଖାଇ , ବେଶିରେ ସାଗର ନହେଉ ପଛେ ବିନ୍ଦୁ ବିନ୍ଦୁ ହୋଇ ।


Rate this content
Log in

Similar oriya poem from Tragedy