Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Others

3  

Madhabi Patel

Others

ଭୋଦୁଅଁ ଆସିଲା

ଭୋଦୁଅଁ ଆସିଲା

1 min
7.1K


ଭୋଦୁଅଁ ଆସିଲା ଆକାଶ ହସିଲା

ହସିଲା ଧରଣୀ ରାଣୀ।

କେଦାରେ କେଦାରେ ଲହରାଏ ଧାନ

ସବୁଜ ପଣତ ଟାଣି।

କାଶତଣ୍ଡୀ ଧଳା ଚାମର ପ୍ରସାରୀ

ସ୍ଵାଗତିବା ଦେଲା ଗାଇ।

ଆସିବେ ଗଣେଶ କୃଷ୍ଣ ବିଶ୍ବକର୍ମା

ଦୁର୍ଗାଙ୍କୁ ସାଙ୍ଗରେ ନେଇ।

ହେବ ହରସିତ ଏ ସାରା ଜଗତ

ପୂଜିବ ହରସ ଭରେ।

କଳୁଷ ବାଦଲ ହଟିଯିବ ହୃଦୁ

ସ୍ରବିବ ଭକ୍ତି ରସରେ।

ଅଜସ୍ର ଭରଷା ଆଶା ଆଶ୍ବାସନା

ହୃଦୟେ ହୋଇବ ଜାତ।

ମଙ୍ଗଳର ଗାନ ଆରତୀର ସ୍ବନ

ଗାଇବ ସାରା ଜଗତ।

ମାଧବୀ ପଟେଲ।

ସୁଜ


Rate this content
Log in