Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Romance

4.0  

Sandhya Rani Panigrahy

Romance

ଭଲପାଇବାରେ ଲାଜ

ଭଲପାଇବାରେ ଲାଜ

1 min
121


ମୁଁ ତୁମକୁ ଭଲପାଏ

କହିବାକୁ ଭାରି ଲାଜପାଏ

ଆକାଶର ଝରା ଲୁହରେ ଭିଜେ

ଓଦା ଆଖିରେ ବର୍ଷା ହଜେ

ଓଦା ଦେହ ଏମିତିରେ ଶୁଖେ

ଖରା ପାଗ କି ଶୁଖିଲା ଭୋକେ

କେବେ କହି ନାହିଁ ଏତେ କଥା

କହିବାର ସୁଯୋଗ ବି ନ ପାଇ ବ୍ୟଥା

ତୁମେ କହିବ ବୋଲି ଭାବିଥିଲି

ଏତେ ଦିନ ଯାଏଁ ଚୁପ୍ ବି ଥିଲି

ଆଖିର ଇସାରାରେ ଠାର ଏକ ନିଆରା ଶବ୍ଦ

ସେ ତ କଥା କୁହେ କିନ୍ତୁ ସବୁତକ ନିଶବ୍ଦ

ଭଲପାଏ ବୋଲି ଜଣାଇବା ଅଲାଜୁକ ଲାଗେ

 ଏମିତିରେ କଣ ସବୁ ମାଗିବା ଠିକ୍ ନ ଲାଗେ ।

 


Rate this content
Log in