ଭଲ ପାଏ
ଭଲ ପାଏ


ଭଲ ପାଏ ମୁଁ ଯେ ଫୁଲକୁ
ଭଲ ପାଏ ତା ଖିଲି ହସିକୁ।
ନିତି ସକାଳେ ଦେଖି ତା'କୁ
ପାଣି ଦିଏ ତା ଗଛ ମୂଳକୁ।
ଭଲ ପାଏ ତାର ରଙ୍ଗ ମୁହଁକୁ
ତା ହସ ମୋହିତ କରେ ସଭିଙ୍କୁ ।
ଭଲ ପାଏ ମୁ ଯେ ତା ଠାଣିକୁ
ତା ହସ ଜିଣେ ଏଇ ହୃଦୟକୁ ।
ଭଲ ପାଏ ମୁଁ ଯେ ଫୁଲକୁ
ଭଲ ପାଏ ତା ଖିଲି ହସିକୁ।
ନିତି ସକାଳେ ଦେଖି ତା'କୁ
ପାଣି ଦିଏ ତା ଗଛ ମୂଳକୁ।
ଭଲ ପାଏ ତାର ରଙ୍ଗ ମୁହଁକୁ
ତା ହସ ମୋହିତ କରେ ସଭିଙ୍କୁ ।
ଭଲ ପାଏ ମୁ ଯେ ତା ଠାଣିକୁ
ତା ହସ ଜିଣେ ଏଇ ହୃଦୟକୁ ।