Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Maitreyee Kamila

Classics

3  

Maitreyee Kamila

Classics

ଭକ୍ତ କବି ମଧୁସୂଦନ

ଭକ୍ତ କବି ମଧୁସୂଦନ

1 min
268



୧୮୫୩ ଜାନୁଆରୀ ୨୯ ମାଘ ଶୁକ୍ଳ ପଞ୍ଚମୀ ତିଥି

ଜନମିଲ ଶୁଭକ୍ଷଣେ

ପିତା ଭାଗିରଥି ମାତା ଅମ୍ବିକା

ଶ୍ରୀକ୍ଷେତ୍ର ଭୂମିରେ

ଶୃଙ୍ଖଳା ସଂଯମ ଜୀବନର ବ୍ରତ

ବ୍ରହ୍ମଧର୍ମରେ ହୋଇ ଜାଗ୍ରତ

ସାଧୁ ସ୍ଵଭାଵ ଚରିତ୍ର ମଧୁର

ଜଗତେ ହେଲ ଆଦୃତ

ଓଡ଼ିଆର ପ୍ରାଣ ତୁମ ବର୍ଣ୍ଣବୋଧ 

ଶିଶୁ ସାହିତ୍ୟକୁ କରେ ରୁଦ୍ଧିମନ୍ତ

ପ୍ରତି ଶବ୍ଦ ଆଣେ ପ୍ରତି ବାକ୍ୟ ଭରେ ଶୈଶବ ଚିତ୍ରରେ ଚିତ୍ରିତ

ଶିଶୁବୋଧ,ବାଳବୋଧ,ସାହିତ୍ୟ କୁସୁମ ଛାନ୍ଦମାଳା ଶିଶୁ ସଙ୍ଗୀତ

ତୁମହାତ ଲେଖା ସାହିତ୍ୟ କୃତି

 ଶିଶୁ ପ୍ରାଣ କରେ ଅନୁପ୍ରାଣିତ

ଶିଖାଇଲ ପୁଣି ଦିନରାତି ମିଶି ଦିବସ

ସାତଦିବସରେ ସପ୍ତାହ

ବାରମାସ ସହ ଛଅ ଋତୁ 

ପ୍ରକୃତିର କୋଳେ ଭରିଦିଏ ଉତ୍ସାହ।




Rate this content
Log in