Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Maitreyee Kamila

Classics


3  

Maitreyee Kamila

Classics


ଭକ୍ତ କବି ମଧୁସୂଦନ

ଭକ୍ତ କବି ମଧୁସୂଦନ

1 min 239 1 min 239


୧୮୫୩ ଜାନୁଆରୀ ୨୯ ମାଘ ଶୁକ୍ଳ ପଞ୍ଚମୀ ତିଥି

ଜନମିଲ ଶୁଭକ୍ଷଣେ

ପିତା ଭାଗିରଥି ମାତା ଅମ୍ବିକା

ଶ୍ରୀକ୍ଷେତ୍ର ଭୂମିରେ

ଶୃଙ୍ଖଳା ସଂଯମ ଜୀବନର ବ୍ରତ

ବ୍ରହ୍ମଧର୍ମରେ ହୋଇ ଜାଗ୍ରତ

ସାଧୁ ସ୍ଵଭାଵ ଚରିତ୍ର ମଧୁର

ଜଗତେ ହେଲ ଆଦୃତ

ଓଡ଼ିଆର ପ୍ରାଣ ତୁମ ବର୍ଣ୍ଣବୋଧ 

ଶିଶୁ ସାହିତ୍ୟକୁ କରେ ରୁଦ୍ଧିମନ୍ତ

ପ୍ରତି ଶବ୍ଦ ଆଣେ ପ୍ରତି ବାକ୍ୟ ଭରେ ଶୈଶବ ଚିତ୍ରରେ ଚିତ୍ରିତ

ଶିଶୁବୋଧ,ବାଳବୋଧ,ସାହିତ୍ୟ କୁସୁମ ଛାନ୍ଦମାଳା ଶିଶୁ ସଙ୍ଗୀତ

ତୁମହାତ ଲେଖା ସାହିତ୍ୟ କୃତି

 ଶିଶୁ ପ୍ରାଣ କରେ ଅନୁପ୍ରାଣିତ

ଶିଖାଇଲ ପୁଣି ଦିନରାତି ମିଶି ଦିବସ

ସାତଦିବସରେ ସପ୍ତାହ

ବାରମାସ ସହ ଛଅ ଋତୁ 

ପ୍ରକୃତିର କୋଳେ ଭରିଦିଏ ଉତ୍ସାହ।




Rate this content
Log in

More oriya poem from Maitreyee Kamila

Similar oriya poem from Classics