ବହି
ବହି
1 min
282
ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ
ମଣିଷ ଓଲଟାଇ ଚାଲିଥାଏ ସବୁ ପୃଷ୍ଠାକୁ
କାଗଜର ପୃଷ୍ଠା ସବୁ ମନ ଭିତରେ ସାଇତି ହାେଇ ରହେ
ମୁର୍ଖ ବି ହୁଏ ପଣ୍ତିତ ଲେଖେ ଗୀତା ଭାଗବତ
ଶିଶୁ ହୁଏ ଭବିଷ୍ୟତର ନାଗରିକ
ବୃଦ୍ଧ ହୁଏ ଜ୍ଞାନର ଆଲାେକ ।