Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Classics Inspirational

2  

Pramila Mohanty

Classics Inspirational

ଭଗବାନଙ୍କୁ ଦେଖିଛି କିଏ

ଭଗବାନଙ୍କୁ ଦେଖିଛି କିଏ

1 min
145



ଭକତର ଡାକ ଶୁଣନ୍ତି

ଭଗବାନ ଏ କଥା କେଵେ

ବିଚ୍ଯୁତ ହୁଏନା ସମସ୍ତେ

ପୂଜତି ଆକୃତି ଭଗବାନଙ୍କ

ଦେଖିଛି କିଏ ଏକଥା କହି

   ହୁଏନା

ତାଙ୍କରି ରୂପ କୁ ଫୋଟ

କିମ୍ବା ମୂର୍ତ୍ତି ଆକାରରେ

ଦେଖିଛନ୍ତି ସର୍ବେ ପ୍ରତି

କୃତି ହିଁ ସଭିଙ୍କ ଭରସା

ସଜଳ ଆଖିକୁ ଦିଶେ

ସମ୍ମୁଖରେ ତାଙ୍କର ଭୋଗ

ବାଢି ଧୂପ ଦୀପ ଜାଳି

କରାହୁଏ ପୂଜା ଅର୍ଚ୍ଚନା

ମନର ଭକତିକୁ ସୂତ୍ର ଧର

କରି ଜଣାନ୍ତି ସଭିଏଁ ବନ୍ଦନା

ଦେଖିଛି କିଏ ଏହାରି

ଉତ୍ତର କିଛି ମିଳେନା

ଭଗବାନ ସର୍ବତ୍ର ବିରାଜିତ

କଥାର ଖିଅ କେବଳ ନମୁନା

ଦେଖିଛି କିଏ ତାଙ୍କୁ ଭାଳେଣି

ରେ ପଡି ଆସେ ପ୍ରତି ଉତ୍ତର

ଏପରି ପ୍ରଶ୍ନର ଉତ୍ତର ଆଉ

  କିଏ ଖୋଜନା

ପ୍ରତି ଧୂଳି କଣାରସତ୍ତାରେ

  ବିରାଜିତ ସିଏ

ଏ କଥାକୁ ବୁଝି ନିଅନା ।


Rate this content
Log in

Similar oriya poem from Classics