Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pramila Mohanty

Classics Inspirational


2  

Pramila Mohanty

Classics Inspirational


ଭଗବାନଙ୍କୁ ଦେଖିଛି କିଏ

ଭଗବାନଙ୍କୁ ଦେଖିଛି କିଏ

1 min 126 1 min 126


ଭକତର ଡାକ ଶୁଣନ୍ତି

ଭଗବାନ ଏ କଥା କେଵେ

ବିଚ୍ଯୁତ ହୁଏନା ସମସ୍ତେ

ପୂଜତି ଆକୃତି ଭଗବାନଙ୍କ

ଦେଖିଛି କିଏ ଏକଥା କହି

   ହୁଏନା

ତାଙ୍କରି ରୂପ କୁ ଫୋଟ

କିମ୍ବା ମୂର୍ତ୍ତି ଆକାରରେ

ଦେଖିଛନ୍ତି ସର୍ବେ ପ୍ରତି

କୃତି ହିଁ ସଭିଙ୍କ ଭରସା

ସଜଳ ଆଖିକୁ ଦିଶେ

ସମ୍ମୁଖରେ ତାଙ୍କର ଭୋଗ

ବାଢି ଧୂପ ଦୀପ ଜାଳି

କରାହୁଏ ପୂଜା ଅର୍ଚ୍ଚନା

ମନର ଭକତିକୁ ସୂତ୍ର ଧର

କରି ଜଣାନ୍ତି ସଭିଏଁ ବନ୍ଦନା

ଦେଖିଛି କିଏ ଏହାରି

ଉତ୍ତର କିଛି ମିଳେନା

ଭଗବାନ ସର୍ବତ୍ର ବିରାଜିତ

କଥାର ଖିଅ କେବଳ ନମୁନା

ଦେଖିଛି କିଏ ତାଙ୍କୁ ଭାଳେଣି

ରେ ପଡି ଆସେ ପ୍ରତି ଉତ୍ତର

ଏପରି ପ୍ରଶ୍ନର ଉତ୍ତର ଆଉ

  କିଏ ଖୋଜନା

ପ୍ରତି ଧୂଳି କଣାରସତ୍ତାରେ

  ବିରାଜିତ ସିଏ

ଏ କଥାକୁ ବୁଝି ନିଅନା ।


Rate this content
Log in

More oriya poem from Pramila Mohanty

Similar oriya poem from Classics