Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Barik

Abstract

5.0  

Padmini Barik

Abstract

ଭାରତ ବର୍ଷ

ଭାରତ ବର୍ଷ

1 min
158



ଅସୀମ ପ୍ରେମ ଝରଣା କୂଳେ

   ସପନ ଭରା ଦେଶ,

ମମତା ଯାର ପୂଣ୍ୟତୋୟା 

   ସେ ମୋ ଭାରତ ବର୍ଷ ।

ଯା ଆଖି ଲୁହେ ଗଙ୍ଗା ବହେ

   ହସରେ ପଦ୍ମ ଫୁଟେ ,

କ୍ରୋଧରେ ଯାର ଅଗ୍ନିଶିଖା

   ଶତୃର ଶୀର ଲୋଟେ।

କୋଟି ପୁତ୍ରର ଜନନୀ ଆଜି

   ଡାକୁଛି ହାତ ଠାରି,

ଜାତି,ଧର୍ମର ବିଭେଦ ଭୁଲି

   ଦିଅ ମୋ କୋଳ ଭରି।

ଦେଶର ଦ୍ରୋହୀ ଶତ୍ରୁର ଭାଇ

    ରକତେ ଖେଳନ୍ତି ହୋଲି,

ତୁମରି ଦେଶ ଭାରତ ଇଏ

    ନା ଯାଅ କେବେ ଭୁଲି।


Rate this content
Log in

Similar oriya poem from Abstract