Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract Others

3  

Sanjya Tripathy

Abstract Others

ଭାଇ

ଭାଇ

1 min
220



ଟିକି ଭାଇକୁ କୋଳରେ ଧରି ଗେଲ କଲା ବେଳେ

ସେ କଣ ଭାବିଥିଲା ?

ସେଇ ଟିକି ଭାଇ ରାକ୍ଷୀ ବାନ୍ଧିବାକୁ ମନା କରିବ ?

ଭାଇ ଭଉଣୀର ଶାଶ୍ୱତ ସ୍ନେହ ଓ ପ୍ରେମର ପ୍ରତୀକ

ରକ୍ଷା ବନ୍ଧନରେ ବାଜିବ ଆଫଗୁଳିଆ ସାହାନାଇ ?

କାହିଁକି ଏମିତି ହେଲା ଥଳକୂଳ ପାଉନି ମୌସୁମୀ

ତାର ସ୍ନେହ, ଶ୍ରଦ୍ଧାରେ କଣ ବା

ଉଣା ରହିଯାଇଥିଲା ଯେ

ପ୍ରାଣପ୍ରାଚୁର୍ଯ୍ୟ ବଦଳରେ ସେ ପାଇଲା ଦହଗ୍ୟଜଣା

କୋକିଳର କୁହୁତାନ, କଣିମୁଦୀ ସୌରଭ ବଦଳିଗଲା

ନାହିଁ ନହଁର କ୍ରନ୍ଦନରେ ଅସ୍ବାଭାବିକତାରେ

ଭଉଣୀର ସ୍ନେହ କଣ ପାଇଁ ଭାଇକୁ ବିଷପିତା ଲାଗୁଛି ?

ଏଇ ଭାଇ- ସେ ଦିନ ଭଉଣୀର ହାତ ଧରି ଚାଲୁଥିଲା

ଖେଳୁଥିଲା- ହସୁଧୁଲା ଭଉଣୀର

ସ୍ନେହର ପଣତ କାନିରେ

ବରାଭିୟ ଲୋଡୁ ଫୁଡ ଗୁଜି ଶୋଉଥିଲା

ଭଉଣୀ କୋଳରେ

ନିଷ୍ଣୁର ସମାଜ- ଝିକି ନେଲା ଭାଇକୁ ଭଉଣୀ କୋଳରୁ

ସବୁ ସ୍ନେହ, ଶରଧା ପୋତି ହୋଇଗଲା

ପରିବାର ଅଗଣାରେ

ଆଉ କେତେ ଦିନ ? କେତେ ଦିନ ଅପେକ୍ଷା କରିବା

ଦେଖୁବାକୁ ଭାଇ-ଭଉଣୀର ସ୍ରୋତସ୍ଵିନୀ

ରାକ୍ଷୀର,ବନ୍ଧନ ?



Rate this content
Log in

Similar oriya poem from Abstract