Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Tankadhar Majhi

Others


4.3  

Tankadhar Majhi

Others


ବାସ୍ନା ତୋ ପ୍ରେମର

ବାସ୍ନା ତୋ ପ୍ରେମର

1 min 237 1 min 237


ତୋ ପ୍ରେମ ସତେଜ ମଲ୍ଲିଟେ

ବାସ୍ନା ସେ ପ୍ରେମର ମନୋହରୀ 

ରଙ୍ଗହୀନ ମୁଁ କାଗଜ ଫୁଲଟେ

ତୋ ମହକରେ ମୁଁ ଯାଏ ବିଛୁରି ।


ପୁଲକିତ ପ୍ରେମେ ମହକ ଚହଟେ 

ତେବେ ତ ଆଘ୍ରାଣରେ ଶ୍ରେଷ୍ଠ ମୋର

ଅସଜଡା ଉଡା ଭଅଁରର ଶୋଷ

ଶେଷ ହେଉନି ଶୋଷ ତୋ ପ୍ରେମର । 


ଜହ୍ନ ପରି ଶୀତଳ ତୋ ମୁହଁ

ପରିଚୟ ତୋ ଓଠ ଝରା ହସି

ମୁଁ ଜଗିରହେ ଆଶାକୁ ଗୁଣ୍ଠୁଳି ମାରି

ତୋ ରୂପର ରୂପରେ ନିଜକୁ ପରଷି । 


Rate this content
Log in