ଅସୁରକ୍ଷିତ ନାରୀ
ଅସୁରକ୍ଷିତ ନାରୀ


ସ୍ବପ୍ନ ଥିଲା ରାମ ରାଜ୍ୟ ର
ସ୍ବପ୍ନ ଥିଲା ନାରୀ ହେବ ସୁରକ୍ଷିତ ...।
ସେ ସ୍ବପ୍ନ ଆଜି କଣ ସତ ...?
ନାରୀ କଣ ସୁରକ୍ଷିତ ...?
ନାବାଳିକା ର ନଗ୍ନ ଦେହ ମିଳେ
ନଦୀ ପଠା ରୁ ...
ଯୌତୁକ ନିଆଁ ରେ ଜଳେ ନବବଧୂ...।
ପ୍ରତାରଣା ର ରଶି ରେ ଝୁଲେ
ମନଟିଏ ....।
ସତ ରେ କଣ ନାରୀ ସୁରକ୍ଷିତ ...?