Priyadarsini Das.PriYa❤️

Tragedy


3.5  

Priyadarsini Das.PriYa❤️

Tragedy


ଅସୁରକ୍ଷିତ ନାରୀ

ଅସୁରକ୍ଷିତ ନାରୀ

1 min 77 1 min 77


ସ୍ବପ୍ନ ଥିଲା ରାମ ରାଜ୍ୟ ର

ସ୍ବପ୍ନ ଥିଲା ନାରୀ ହେବ ସୁରକ୍ଷିତ ...।


ସେ ସ୍ବପ୍ନ ଆଜି କଣ ସତ ...?


ନାରୀ କଣ ସୁରକ୍ଷିତ ...?


ନାବାଳିକା ର ନଗ୍ନ ଦେହ ମିଳେ

ନଦୀ ପଠା ରୁ ... 


ଯୌତୁକ ନିଆଁ ରେ ଜଳେ ନବବଧୂ...।


ପ୍ରତାରଣା ର ରଶି ରେ ଝୁଲେ 

ମନଟିଏ ....।


ସତ ରେ କଣ ନାରୀ ସୁରକ୍ଷିତ ...?


Rate this content
Log in

More oriya poem from Priyadarsini Das.PriYa❤️

Similar oriya poem from Tragedy