Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଅଷ୍ଟମ ନବରାତ୍ରୀ

ଅଷ୍ଟମ ନବରାତ୍ରୀ

1 min
155



ଅଷ୍ଟମ ଦିନରେ ଆଜି ନବରାତ୍ରୀ

ବିରାଜିବେ ମାତା ହୋଇ ମହାଗୌରୀ

କୁମାରୀ କନ୍ଯାର ପରମ୍ପରା ବିଧି

ଭକ୍ତି ପୂଜା ଆଣେ ମନୋବାଞ୍ଛା ସିଦ୍ଧି

ତ୍ରିଶୂଳ ଧାରିଣୀ ଦନୁଜ ଦଳିନୀ

ଚଉବର୍ଗ ଫଳ ଦିଅନ୍ତି ଜନନୀ

ବରଦ ମୂଦ୍ରାରେ ଶ୍ବେତାମ୍ବରା ଦେବୀ

କରନ୍ତି ଅଭୀଷ୍ଟ ମନୋବାଞ୍ଛା ସିଦ୍ଧି

ଜୟ ଗୌରୀମାତା ଜୟ ସିଦ୍ଧି ଦାତା

ନମନ କରୁଛି ହେ ଜଗ ବନ୍ଦିତା ।


Rate this content
Log in