ଅନ୍ଧାର
ଅନ୍ଧାର
1 min
7.0K
ଭାଙ୍ଗି ଯିବ ଜାଣି ବି
ଗଢୁଥାଏ ବାଲିଘର
ମିଛଟିଏ ଜାଣି ବି
ବୁଣୁଥାଏ ସପନ।
ଆଶାକୁ କରୁଥାଏ ନିଜର
ସତ କେବଳ ମୃତ୍ୟୁର ବଣିକ
ଧୋକା ଦିଏନି ଯିଏ
ତା' ନାଁ ହେଲା ଅନ୍ଧାର ।