ଅନାମିକା -୪ ରୀତା ଅପରାଜିତl
ଅନାମିକା -୪ ରୀତା ଅପରାଜିତl
1 min
338
ତତେ ଦେଖିଲେ ମୋ ମନ ର ଟେଲିଫୋନ ରିଙ୍ଗ ହୁଏ
ତୁ ଯେଉଁଠି ଗଲେ ମୁଁ ଜୋକ ପତି ତୋ ପଛ ରେ ପଡିଥାଏ
ଅନାମିକା ତୁ ହିଁ ସ୍ୱପ୍ପନାୟିକା
ଯେତେ କହିଲେ ବି ଛାଡିବିନି ତୋ ସ୍ୱପ୍ନ ଦେଖିବା
ତୋତେ ମୋ ଆଖିରେ ସାଇତି ରଖିବି
ତୁ ଏଠୁ କେଉଁଠି କି ଯାଇପାରିବୁନି
ମୋ ପ୍ରୀତିରେ ଚିରଦିନ ବନ୍ଦୀ ହେଇ ରହିଯିବୁ
କେବଳ ମୋର ହେଇ।