Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Reeta aparajeeta Mohanty

Others


5.0  

Reeta aparajeeta Mohanty

Others


ଅନାମିକା -୪ ରୀତା ଅପରାଜିତl

ଅନାମିକା -୪ ରୀତା ଅପରାଜିତl

1 min 328 1 min 328

ତତେ ଦେଖିଲେ ମୋ ମନ ର ଟେଲିଫୋନ ରିଙ୍ଗ ହୁଏ

ତୁ ଯେଉଁଠି ଗଲେ ମୁଁ ଜୋକ ପତି ତୋ ପଛ ରେ ପଡିଥାଏ

ଅନାମିକା ତୁ ହିଁ ସ୍ୱପ୍ପନାୟିକା

ଯେତେ କହିଲେ ବି ଛାଡିବିନି ତୋ ସ୍ୱପ୍ନ ଦେଖିବା

ତୋତେ ମୋ ଆଖିରେ ସାଇତି ରଖିବି

ତୁ ଏଠୁ କେଉଁଠି କି ଯାଇପାରିବୁନି

ମୋ ପ୍ରୀତିରେ ଚିରଦିନ ବନ୍ଦୀ ହେଇ ରହିଯିବୁ

କେବଳ ମୋର ହେଇ।


Rate this content
Log in