Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଅଳ୍ପ ଅଳ୍ପ-୯୯

ଅଳ୍ପ ଅଳ୍ପ-୯୯

1 min
7.0K



ଜୀବନର ଅନ୍ୟନାମ

ଯଦି

ଅଭିମାନ ହୁଏ

ବୁଝିବା ଓ ବୁଝାଇବାରେ

ଯଦି

କଟି ଯାଏ

ଆୟୁଷ

ତାହେଲେ

ଜୀବନ କଣ-----------?

ବ୍ୟଥା ଓ ବେଦନା

ଯଦି

ଶିକ୍ଷା ଦିଅନ୍ତି

ଜୀବନଦର୍ଶନ

ଜୀବନ ଯଦି ବନିଯାଏ

ବିଦ୍ୟାଳୟ

ଚିହ୍ନିବାକୁ ମୃତ୍ୟର କରାଳ ଛାୟା

ତା ହେଲେ

ମୃତ୍ୟୁ କଣ ହେବ ନାହିଁ

ମାଧ୍ୟମ କେବଳ ଭୟର----------------- !

©®କାଶ୍ୟପ

ରାୟଗଡା


Rate this content
Log in